Jump to content

ଦନ୍ତ ପତ୍ରିକା

ଉଇକିଅଭିଧାନ‌ରୁ

ଦନ୍ତ ପତ୍ରିକା

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - (ଏଥିରେ ଦାନ୍ତ ପରି କଣ୍ଟା ବାହାରିଥିବାରୁ)

[ସମ୍ପାଦନା]

ପାନିଆଁ —Comb.

ଚିକୁର ପାଶରେ ଦନ୍ତପତ୍ରିକା ଚଳାଇବାର ହେବାରୁ ମୋ ଦକା—କବିସୂର୍ଯ୍ୟ. କବିତାକଲ୍ଲୋଳ