Jump to content

ଦନ୍ତ ବାସ

ଉଇକିଅଭିଧାନ‌ରୁ

ଦନ୍ତ ବାସ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଷଷ୍ଠୀ ତତ୍; ଦନ୍ତ+ବାସ= ଆଚ୍ଛାଦନ)

[ସମ୍ପାଦନା]

ଦନ୍ତଚ୍ଛଦ; ଓଠ —The lips.

ଦୟା ଜରଜର କରି ଚିତ୍ତ ଦନ୍ତ ବାସେ ରଖି ଦରସ୍ମିତ କବିସୂର୍ଯ୍ୟ. କିଶୋରୀଚମ୍ପୂ ଦ. ଗୀତ