ଦନ୍ତ ମୂଳୀୟ
ଦାନ୍ତମୂଳ ସାହାର୍ଯ୍ୟରେ ଉଚ୍ଚାରିତ (ବର୍ଣ୍ଣ) — (letters) Pronounced with the help of the root of the teeth; dental (letters).
[ ଦ୍ର—ତ, ଥ, ଦ, ଧ, ନ, /?/, ଲ, ସ, ଏମାନଙ୍କୁ ଦନ୍ତମୂଳୀୟ ବା ଦନ୍ତ୍ୟ ବର୍ଣ୍ଣ ବୋଲାଯାଏ]