Jump to content

ଦନ୍ତ ହୀନ

ଉଇକିଅଭିଧାନ‌ରୁ

ଦନ୍ତ ହୀନ

ଉଚ୍ଚାରଣ

[ସମ୍ପାଦନା]
(ଦନ୍ତହୀନା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ—(୩ ୟା ତତ୍; ଦନ୍ତ+ହୀନ)

[ସମ୍ପାଦନା]
୧. ଦାନ୍ତନ ଥିବା ଲୋକ; ପାକୁଆ —୧. Toothless.
୨. ଯେଉଁ ଜିବଙ୍କର ଦାନ୍ତ ନଥାଏ (ପିପୀଲିକାଭୂକ୍ ପ୍ରଭୃତି) —୨. Edentata; (animals) having no teeth.