ଦନ୍ଦଶୂକ
ଦେଖଣା
ଦନ୍ଦଶୂକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ଦନ୍ଶ ଧାତୁ=କାନୁଡିବା, ଅତିଶୟାର୍ଥେ କ୍ଷଙ୍କ ଲୁକ୍ ଅର୍ଥାତ ଦ୍ୱିତ୍ନ=ଦନ୍ଧସ ଧାତୁ+ଶୀଳାର୍ଥେ କର୍ତ୍ତୃ. ଊକ)
[ସମ୍ପାଦନା]- ୧. ସର୍ବଦା ଦଂଶନ କରିବାକୁ ଉଦ୍ୟତ ୧. Ready to bite repeatedly or furiously.
- ୨. ହିଂଶ୍ର; କ୍ରୁର —୨. Cruel; malignant.
ବିଶେଷ୍ୟ -
[ସମ୍ପାଦନା]- ୧. ସର୍ପ —୧ Serpent.
- ୨. ରାକ୍ଷସ —୨. Demon.