ଦପା
ଦେଖଣା
ଦପା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]=== ବୈଦେଶିକ - ବିଶେଷ୍ୟ - (ଆ; ଦଫା=ବାର, ଥର, ବିଭାଗ)
- ୧. ଧାରା —୧. Rule.
- ୨. ବାର; ଥର; କିସ୍ତି; ଖେପ — ୨. Instalment; time; item.
- ୩. ଲେଖାର ପ୍ରକରଣ ପରିଚ୍ଛେଦ — ୩. Section; paragraph of a writing.
- ୪. ଅଇନର ପ୍ରକରଣ — ୪. Section of a code of law.
- ୫. ଦଳ; ପଞ୍ଝା —୫. A crawd; party; gang.