Jump to content

ଦପ୍ତରୀ

ଉଇକିଅଭିଧାନ‌ରୁ

ଦପ୍ତରୀ

ଉଚ୍ଚାରଣ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଅ. ଦଫ୍ତରୀ)

[ସମ୍ପାଦନା]
୧. ଅଫିସର ଜଗୁଆଳି — ୧. An office-keeper.

(ଦଫ୍ତରୀ—ଅନ୍ୟରୁପ)

ଅନୁବାଦ

[ସମ୍ପାଦନା]
୨. ଯେ ଅଫିସରେ କାଗଜପତ୍ର, କାଳି, କଲମ ଆଦି ଜମା ରଖେ ଓ ପ୍ରୟୋଜନ ବେଳେ କର୍ମଚାରୀ ମାନଙ୍କ ଯୋଗାଏ —୨. A duftry; a menial servant in charge of the stationary of an office.
୩. ଯେ ବହି ଓ ଖାତାମାନ ବାନ୍ଧେ — ୩. Book-binder.