Jump to content

ଦପ୍ତର୍

ଉଇକିଅଭିଧାନ‌ରୁ

ଦପ୍ତର୍

ଉଚ୍ଚାରଣ

[ସମ୍ପାଦନା]

(ଦଫ୍ତର୍—ଅନ୍ୟରୁପ)

  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ଦଫତର୍)

[ସମ୍ପାଦନା]
୧. ଖାତା କିମ୍ୱା ହିସାବ ବହି — ୧. Account book.
୨. ପ୍ରତିଦିନର ବିବରଣି ଲେଖାଯିବା ବହି — ୧. Diary; journal.
୩. ନଥି; ସିରସ୍ତା; ଅଫିସ୍ର କାଗଜ ପତ୍ର — ୩. Office papers; portfolio; records.
୪. ଅଫିସ୍; କାର୍ଯାଳୟ —୪. Office.