Jump to content

ଦପ ଦପ

ଉଇକିଅଭିଧାନ‌ରୁ

ଦପ ଦପ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ଅ (ସଂସ୍କୃତ - ଦୃପ ଧାତୁ= ଜୀପ୍ତି ପାଇବା; ପୀଡ଼ାଦେବା)

[ସମ୍ପାଦନା]
୧. ଦକଦକ; ଧକ୍ଧକ୍; ନିଆ ଦୀପ୍ତି ସହିତ ଜଳିବା ପ୍ରକାରେ; ତେଜସ୍କର ପଦାର୍ଥର ଦୀପ୍ତି — ୧. Shining; twinklng; sparkling or flashing like fire.
୨. ଧାପୁଡୁଧାପୁଡୁ; ପାଦକୁ ଭୁମିରେ ଜୋରରେ ପକାଇ ଦର୍ପରେ ଚାଲିବା ଶବ୍ଦ —୨. Briskly walking with resounding footsteps.