ଦଫାଏତ୍
(ଦଫାୟତ୍—ଅନ୍ୟରୁପ)
ଜମିଦାରମାନଙ୍କର ଖଜଣା ଛଡା ଅନ୍ୟ ବାଜେ ଆୟ — Miscellaneous receipts of a landlord.
[ଦ୍ରଷ୍ଟବ୍ୟ —ଜଳକର; ଫଳକର; ବଣକର; ମଛଦିଆ ଓ ପଟୁ ଜମିର ଖଜଣାକୁ ଦଫାଏତ୍ କହନ୍ତି ]