Jump to content

ଦଫା ଦଫା

ଉଇକିଅଭିଧାନ‌ରୁ

ଦଫା ଦଫା

ଉଚ୍ଚାରଣ

[ସମ୍ପାଦନା]

ଦଫାକୁଦଫା, ଦଫେଦଫେଅନ୍ୟରୁପ

  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - କ୍ରି. ବିଶେଷଣ - (ଆ)

[ସମ୍ପାଦନା]
୧. ଥରକୁଥର; ବାରମ୍ୱାର; ଅନେକଥର — ୧. Again and again, several times, repeatedly.
୨. ପ୍ରତିଥର —୨. Every time.
୩. ପୃଥକ୍ ପୃତକ୍ କରି —୩. Separately.
୪. ଦଳ ଦଳ ହୋଇ —୪. In gangs; in batches.