ଦଫା ଦାର୍
ଦେଖଣା
ଦଫା ଦାର୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଆ)
[ସମ୍ପାଦନା]- ୧. ଅଶ୍ୱାରୋହୀମାନଙ୍କର ଜମାଦାର୍ — ୧. Daffadar; the Head of a company of cavalry.
- ୨. ମୁଲିଆ ମାନଙ୍କ ସରଦାର୍; ମେଣ୍ଟ — The mate of a head of coolies.
- ୩. ଗ୍ରାମ୍ୟ ଚୌକିଦାରଙ୍କ ସର୍ଦାର୍ —୩. The Head of the village-chaukidars of a union.
[ ଦ୍ର—ପ୍ରତ୍ୟେକ ଗ୍ରାମରେ ଜଣେ ଲେଖାଏଁ ଚୌକିଦାର ଥାଆନ୍ତି ଓ କେତେଗୁଡିଏ ଗ୍ରାମଦ୍ୱାରା ଗୋଟିଏ ଇଉନିୟନ ଗଠିତ ହୁଏ ଏକ ଇଉନିୟନର ଚୌକିଦାର ମାନଙ୍କ ଉପରେ ଜଣେ ଦଫାଦାର୍ ନିଯୁକ୍ତ ହୁଏ]
- ୪. ରେଳବାଇର ଏକ ଦଫା କୁଲିଙ୍କ ସରଦାର — ୪. Head of a gang of a Railway coolies.