ଦଫା ରଫା
ଦେଖଣା
ଦଫା ରଫା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଅ)
[ସମ୍ପାଦନା]- ୧. କୌଣସି ବିଷୟରେ ଶେଷ ନିଷ୍ପତ୍ତି — ୧. Final disposal of any matter.
- ୨. ଶେଷ; ସମାପ୍ତି —୨. Completion; finish.
- ୩. ରଫା; ଆପୋଷିରେ ନିଷ୍ପତ୍ତି — ୩. Amicable settelment.
- ୪. ସର୍ବନାଶ; ଲୋପ —୪. Extinction; ruin.
- ୫. କର୍ମକ୍ଷମତା; କାର୍ଯ୍ୟକରିବାରେ ଅପଟୁତା — Inability; inompetence.