Jump to content

ଦବ

ଉଇକିଅଭିଧାନ‌ରୁ

ଦବ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ଦୁ ଧାତୁ=ଉତପ୍ତ କରିବା+କର୍ତ୍ତୃ. ଅ)

[ସମ୍ପାଦନା]
୧. ବନାଗ୍ନି; ଦାବାଗ୍ନି —୧. Forest-fire.

ବିନାଶିଛ ଦବ ବିକଳ—ବନରାମର ମୁଁହରାମ ବିନାଶ— କାମାନଳ ତାପ ଚଞ୍ଚଳ ଭଞ୍ଜ. ବୈଦେହିସବିଳସ

୨. ବନ —୨. Forest.
୩. ସନ୍ତାପ —୩. Burning heat.
୪. ପୋଡ଼ାଜଳା; ଗାତ୍ରଦାହ — ୪. Inflammation; burning sensation.