Jump to content

ଦବାଇବା

ଉଇକିଅଭିଧାନ‌ରୁ

ଦବାଇବା

ଉଚ୍ଚାରଣ

[ସମ୍ପାଦନା]

(ଦବେଇବା—ଅନ୍ୟରୁପ)

  • (file)

ଦେଶଜ - କ୍ରିୟାପଦ - (ସଂସ୍କୃତ - ଦମଧାତୁ)

[ସମ୍ପାଦନା]
୧. ଦାବିବା କ୍ରିୟାର ଣିଜନ୍ତ ରୁପ — ୧. The causative form of Dābibā

ମଦକଳ କଳକଣ୍ଠ କୁଳକୁ ଯେ ମଧୁକାଳରେ ଦବାଇବ—ଭ଼ଞ୍ଜ. ବୌଦେହୀଶବିଳାଶ


ଅନୁବାଦ

[ସମ୍ପାଦନା]
୨. ଦାବିବା (ଦେଖ) - —Dākibā(See)