Jump to content

ଦବିଷ୍ଠ

ଉଇକିଅଭିଧାନ‌ରୁ

ଦବିଷ୍ଠ

ଉଚ୍ଚାରଣ

[ସମ୍ପାଦନା]
(ଦବିଷ୍ଠା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଦୂର+ଅତ୍ୟର୍ଥେ ଇଷ୍ଠ)

[ସମ୍ପାଦନା]
୧. ଅତ୍ୟନ୍ତ ଦୂରବର୍ତ୍ତୀ ୧. Very distant.
୨. ଦୂରୀଭୁତ —୨. Removed; gone.

ଦବିଷ୍ଠ ଏ କଷ୍ଟଯାକ ହେବ ଅଷ୍ଟଦୁର୍ଗନାଥର ଏ ବିରଚିତ— କିଶୋରୀଚମ୍ପୁ ଦ ଗିତ