Jump to content

ଦଭମୟ

ଉଇକିଅଭିଧାନ‌ରୁ

ଦଭମୟ

ଉଚ୍ଚାରଣ

[ସମ୍ପାଦନା]
(ଦର୍ଭିମୟୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ—(ଦର୍ଭ+ପ୍ରାଚୂର୍ଯ୍ୟାର୍ଥେ. ମୟ)

[ସମ୍ପାଦନା]
୧. ତୃଣ ନିର୍ମିତ — ୧. Made of grass;
୨. କୁଶବ୍ୟାପ୍ତ; ତୃଣପୂର୍ଣ୍ଣ —୨. Abounding in grass; grassy; overgrown with grass.