ଦମ
ଦେଖଣା
ଦମ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଦମ୍ ଧାତୁ+ଭାବେ. ଅ)
[ସମ୍ପାଦନା]- ୧. ଦମନ —୧. Checking.
- ୨. ଶାସନ; ଦଣ୍ଡ —୨. Punishment.
- ୩. ବଶୀକରଣ —୩. Bringing under control or subjection; subjugation.
- ୪. ବିନୀତକରଣ —୪. Controlling; subduing.
- ୫. ଧୈର୍ଯ୍ୟଧାରଣ —୫. Patience; forbearance.
- ୬. ଇନ୍ଦ୍ରିୟ ନିଗ୍ରହ —୬. Controlline one's passions; subjugation of one's appetites and feelings.
- ୭. ଚିତ୍ତନିବୃତ୍ତି; ମନ ଉପରେ ଅଧିକାର ସ୍ଥାପନ; ବିକାରର କାରଣ ସତ୍ୱେ ମନର ସ୍ଥିରତା —୭. Self sontrol, self command; self restraint.
- ୮. କର୍ଦ୍ଦମ; କାଦୁଅ —୮. Clay; mud.
- ୯. (ନାମ) ବଦର୍ଭ ରାଜଙ୍କ ଜ୍ୟେଷ୍ଠ ପୁତ୍ର; ଦନ୍ତୟନ୍ତୀଙ୍କ ଭ୍ରାତା — ୯. The eldest son of the king of Bidarbha and brother of Damayantī
- ୯. (ନାମ) ଚନ୍ଦ୍ରବଂଶୀୟ ଶିଶୁପାଳଙ୍କ ପିତା ଚେଦିରାଜ; ଦମଘୋଷ —୯. Father of Ṡiṣupāḻa
ଦମ ଦାନ୍ତ ଦମନ ନାମକୁ ବହିଲେ ବାପାଙ୍କ ପରି କୀର୍ତ୍ତି ମହୀରେ ଥୋଇଲେ କୃଷ୍ଣସିଂହ. ମହାଭାରତ, ବନ