Jump to content

ଦମକ

ଉଇକିଅଭିଧାନ‌ରୁ

ଦମକ

ଉଚ୍ଚାରଣ

[ସମ୍ପାଦନା]
(ଦମିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ଫୁ. (ଦମ୍ ଧାତୁ+କର୍ତ୍ତୃ. ଅକ)

[ସମ୍ପାଦନା]

ଦମନକାରୀ; ଶାସକ —Controlling; restraining; subduing.

ବିଶେଷ୍ୟ -

[ସମ୍ପାଦନା]

ଶାସନକର୍ତ୍ତା —A ruler.

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ - ଓବିଶେଷଣ -

[ସମ୍ପାଦନା]

ଦୁମୁକାଣି (ବର୍ଷା) — Pouring (rain); downpour.

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚମତ୍କାର)

[ସମ୍ପାଦନା]
୧. ଚମକ —୧. Startling.

ଉପୁଜାଇ ବିଶ୍ୱବାସୀ ହୃଦୟେ ଦମକ ରାଧାନାଥ, ବେଣୀସଂହାର

୨. ଛାତି ଦମ ଦମ ହେବା —୨. Heart-throbbing.
୩. ହଠାତ୍ ଉପସ୍ଥିତ ଭୀତି —୩. Sudden fright.

=== ବୈଦେଶିକ - ବିଶେଷ୍ୟ - (ଫାରାସୀ - ଦମ୍=ଶ୍ୱାସ)

ଦମ୍କା; ହପ୍ସା — Paroxysm; fit; gust.

ବିଶେଷଣ -

[ସମ୍ପାଦନା]

ହଠାତ୍ ବେଗ୍ୱାନ୍; ହପ୍ପାଯୁକ୍ତ —Paroxysmal.