ଦମକର
ଯେ ଚମକାଏ; ଭୀତି ଉତ୍ପାଦକ — Frightening; terrifying.
ତ୍ରିପୁରପର ଦମକ କର ନୂପୁର ଝମକ ରତି ସଂଗ୍ରାମ ଟମକ କେଡ଼େ ଯମକ ଉପେନ୍ଦ୍ର ଭଞ୍ଜ. ପ୍ରେମସୁଧାନିଧି