Jump to content

ଦମକିବା

ଉଇକିଅଭିଧାନ‌ରୁ

ଦମକିବା

ଉଚ୍ଚାରଣ

[ସମ୍ପାଦନା]

(ଦମକିଯିବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.

[ସମ୍ପାଦନା]
୧. କୌଣସି କାର୍ଯ୍ୟ କରୁ କରୁ ହଠାତ୍ ଅଟକି ରହିଯିବା —୧. To suddenly stop in the midst of work.
୨. ଚମକି ପଡ଼ିବା —୨. To be startled.
୩. (ଛାତି) ଦମଦମ ହେବା —୩. To throb; to palpitate (said of the heart).