ଦମଦମା
ଦେଖଣା
ଦମଦମା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ବଣିଆଶବ୍ଦ) ରୂପା ତାରରେ ନିର୍ମିତ ହାତରେ ଲଗାଇବାର ଅଳଙ୍କାର; ଚୁଡ଼ି —A bracelet made of wonen silver wire.
- ୨. (ଧ୍ୱନ୍ୟନୁକରଣ) ବୋମା —୨. Bomb.
ବୈଦେ—(ଆ)
[ସମ୍ପାଦନା]ମାଟିର ଉଚ୍ଚ ଢିପ — A high mound of earth.
- ୨. (ଫା)—ଯୁଦ୍ଧ ସମୟରେ ବସ୍ତାରେ ମାଟି ବା ବାଲି ଭରତି କରି ଉକ୍ତ ବସ୍ତାମାନଙ୍କୁ କାନ୍ଥ ଆକାରରେ ସଜାଇ ରଖିବାଦ୍ୱାରା କରାଯିବା କିଲ୍ଲାବନ୍ଦୀ —A ridge made by piling up gunny bags filled with earth and sand during a fighting.