Jump to content

ଦମନୀୟ

ଉଇକିଅଭିଧାନ‌ରୁ

ଦମନୀୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଦମ୍ ଧାତୁ+କର୍ମ. ଅନୀୟ)

[ସମ୍ପାଦନା]
୧. ଦମନ କରି— ବାର ଯୋଗ୍ୟ —୧. Fit to be subdued or checked.
୨. ଶାସନୀୟ —୨. Tameable.
୩. ଯାହାକୁ ବଶୀଭୂତ କରା ଯାଇପାରେ — ୩. Capable of being brought under control.