Jump to content

ଦମବାଜି

ଉଇକିଅଭିଧାନ‌ରୁ

ଦମବାଜି

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - (ଧ୍ୱନ୍ୟନୁକାରୀ)

[ସମ୍ପାଦନା]

ଦମ୍ୱାଜୀ; ଘୋର ଶବ୍ଦକାରୀ ଏକ ପ୍ରକାର ବାଣ; ବମ୍ୱାଜୀ —Bomb.

ବୈଦେଶିକ - ବିଶେଷ୍ୟ -

[ସମ୍ପାଦନା]

ଫୁସୁଲା ଫୁସୁଲି —Inveigling.