ଦମାଦମ୍
ଦେଖଣା
ଦମାଦମ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. ବିଶେଷଣ - (ଧ୍ୱନ୍ୟନୁକରଣ)
[ସମ୍ପାଦନା]- ୧. ଦୁମ୍ଦାମ; ଧମାଧମ; ଦମ୍ଦାମ; ଗୋଟାକ ଉପରେ ଗୋଟାଏ ଦୁମ୍ଦାମ୍ ହୋଇ; ଉପର୍ଯ୍ୟୁପରି ବିଧାମାଡ଼ ବସିବା ପରି — ୧. Whit repeated thumping sounds (said of fist blows when dealt in quick succession).
- ୨. ଉପର୍ଯ୍ୟୁପରି —୨. In quick seccession.
(ଯଥା— ଯୁଦ୍ଧକ୍ଷେତ୍ରରେ ତୋପ ଗୁଳା ଆଦି ଦମାଦମ୍ ଚାଲିଲା)