Jump to content

ଦମିତ

ଉଇକିଅଭିଧାନ‌ରୁ

ଦମିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଦମ୍ ଧାତୁ +କର୍ମ. ତ)

[ସମ୍ପାଦନା]
୧. ଶାସିତ —୧. Controlled; governed.
୨. ତିରସ୍କୃତ —୨. Chastised; reprimanded.
୩. ବଶୀକୃତ —୩. Subjugated.
୪. ଭାର ବହନାଦି କ୍ଳେଶସହିଷ୍ଣୁ — ୪. Capable of carrying loads; painstaking.