ଦମ୍
ଦେଖଣା
ଦମ୍
ଉଚ୍ଚାରଣ
[ସମ୍ପାଦନା](ବେଦମ୍—ବିପରୀତ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବି—(ଫା)
[ସମ୍ପାଦନା]- ୧. ଜୀବନ; ପ୍ରାଣ — ୧. Life.
- ୨. ନିଶ୍ୱାସ —୨. Breath.
- ୩. ନିଶ୍ୱାସ ନେବାପାଇଁ ବିଶ୍ରାମ — ୩. Respite for breathing; breathing space.
- ୪. ବଳ; ଜୋର୍ —୪. Strength.
- ୫. ବିଶ୍ରାମ —୫. Rest; respite.
- ୬. ଜୀବନୀ ଶକ୍ତି —୬. Vitality.
- ୭. ଫୁରସେତ; ଅବସର —୭. Leisure.
- ୮. ଗଞ୍ଜାଇ ଧୁଁଆ ଟାଣିବାର ହପ୍ପା ବା ଥର — ୮. Time of taking in a draft of smoke.
- ୯. ଆବେଗ; ହପ୍ପା —୯. Paroxysm.
- ୧. ଖର ନିସ୍ୱାସ —୧୦. Quick breathing; panting.
- ୧୧. ଗାଡ଼ିର ଦମ୍ ବା କମାଣି ୧୧. The spring of a carriage.
- ୧୨. ଇଷ୍ପ୍ରିଙ୍ଗ୍; ତାର ବା ଲୁହା ପତ୍ରର ସ୍ଥିତି ସ୍ଥାପନ କୁଣ୍ଡଳୀ — ୧୨. A spring.
- ୧୩. ଘଣ୍ଟାର ସ୍ପ୍ରିଙ୍ଗ୍ ମୋଡ଼ାହେବା ଯୋଗୁଁ ଘଣ୍ଟାର ଚାଲିବାର ଶକ୍ତି —୧୩. The condition of a spring of a clock being wound up,which makes the clock go on.
- ୧୪. ଗରମମସଲା ଯୋଗେ ସିଦ୍ଧ ଚୋପାଛଡ଼ା ଗୋଟାଆଳୁ; ଆଳୁର ଦମ୍ —୧୪. A curry of peeled whole patotes boiled with sauce.
- ୧୫. ମୂହୂର୍ତ୍ତ —୧୫. Moment.
- ୧୬. ପ୍ରତାରଣା; ଭଣ୍ଡାଇବା —୧୬. Deception; puting off on various pretexts.
- ୧୭. ବୃଥା ଆଶା ବା ପ୍ରତାରଣାଦ୍ୱାରା ଅପେକ୍ଷା କରାଇବା — ୧୭. Causing a person to wait by giving him false hopes.
=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦମ)
ଆପଣାର କର୍ମେନ୍ଦ୍ରିୟକୁ ନିୟନ୍ତ୍ରିତ କରିବା — Self control, self restraint.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]ଦମ୍ଭ (ଦେଖ) - Dambha (See)