Jump to content

ଦମ୍କା

ଉଇକିଅଭିଧାନ‌ରୁ

ଦମ୍କା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଦମୀଦା=ପବନର ଝାଙ୍କ, ଜ୍ଞାନଦ୍ରେ)

[ସମ୍ପାଦନା]
୧. ଦୁମ୍କା; ଦୁମ୍ଦୁମ୍ ହୋଇ ବର୍ଷା; ଦୁମୁକାଣି — ୧. Raining cats and dogs; a very heavy shower of rain; a torrential shower of rain.
୨. ବର୍ଷା; ତୋଫାନ, ଢେଉ ଓ ରାଗ ପ୍ରଭୃତିର ଗୋଟିଏ ହସ୍ପା; ତୋଡ଼; ଧମସ୍ —୨. Paroxysm; a violent fit; a gust; blast.
୩. ସାଇକ୍ଲୋନ୍; ପ୍ରବଳ ଝଡ଼; ବାତ୍ୟା — ୩. A squall; gust of wide; cyclone.
୪. ଦମ୍ମା; ଘନଘନ ନିଶ୍ୱାସ; ଅଣଚାଶ —୪. Violent gasping; threso of breathing; panting

ବିଶେଷଣ -

[ସମ୍ପାଦନା]
୧. ଦୁମ୍ଦୁମା; ଅତ୍ୟନ୍ତ ଭୟାନକ —୧. Paroxysmal; torrential; very violent.

(ଯଥା—ଦମ୍କା ଝ଼ଡ଼)

୨. ଯାହା ଛାତି ଦମ୍ ଦମ୍ କରାଏ; ଭୀତି—ଊତ୍ପାଦକ; ଛାତି ଦମକା —୨. Causing violent palpitation of the heart.