Jump to content

ଦମ୍ଭୀ

ଉଇକିଅଭିଧାନ‌ରୁ

ଦମ୍ଭୀ

ଉଚ୍ଚାରଣ

[ସମ୍ପାଦନା]
(ଦମ୍ଭିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ଦମ୍ଭ+ ଅଛି ଅର୍ଥରେ ଇନ୍; ୧ମା. ୧ବ)

[ସମ୍ପାଦନା]
୧. ଗର୍ବକାରୀ; ଅହଂକାରୀ — ୧. Arrogant; haughty; proud.
୨. ଶଠ; ପ୍ରବଞ୍ଚକ; ପାଷଣ୍ଡ; ଦୁଷ୍ଟ — ୨. Fraudulent; deceiful; wicked.

ଆରମ୍ଭୀ ଦମ୍ଭୀ ଖଳ ପ୍ରାଣୀ ସେ ବଡ଼ ଏ ସଂସାରରେ ପୁଣି—ଜଗନ୍ନାଥ ଭାଗବତ

୩. ଦାମ୍ଭିକ —୩. Boastful; blustering.