Jump to content

ଦମ୍ଭ କରିବା

ଉଇକିଅଭିଧାନ‌ରୁ

ଦମ୍ଭ କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଦମ୍ଭ ବାନ୍ଧିବା—ଅନ୍ୟରୂପ)

ଦେଶଜ - କ୍ରି.

[ସମ୍ପାଦନା]
୧. ଗର୍ବ କରିବା — ୧. To be arrogant.
୨. ମନରେ ହେମତ୍ ବା ସାହସ ବାନ୍ଧିବା — ୨. To fortify one's mind with courage.
୩. ଅନ୍ୟର ସାହାଯ୍ୟ ଉପରେ ନିର୍ଭର କରିବା — ୩. To depend or count upon another's help.