Jump to content

ଦମ୍ୟ

ଉଇକିଅଭିଧାନ‌ରୁ

ଦମ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଦମ୍ ଧାତୁ+ କର୍ମ. ଯ)

[ସମ୍ପାଦନା]
୧. ଦମନୀୟ; ଶାସନୀୟ; ଶାସ୍ୟ — ୧. Controllable; fit to be subdued or checked.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଛୋଟ ଷଣ୍ଢ —୧. A young bull.
୨. ଅଣ୍ଡିରା ବାଛୁରୀ —୨. A bull-calf.

ଦମ୍ୟ ଖୁରଉଡ଼ା ଭୂ—ପରାଗ ବୁଡ଼ା ଶ୍ରୀଅଙ୍ଗୁଟି କି ସୁନ୍ଦର କବିସୂର୍ଯ୍ୟ. ସଙ୍ଗୀତ

୩. ଦାମୁଡ଼ି —୩. A young bullock; steer.