ଦମ୍ ଖାଇବା
ଗୁମ୍ ହେବା; ଗମ୍ ଖାଇବା; ତୂଷ୍ଣୀଂଭୂତ ହେବା; ଚୁପ୍ ହେବା; ସ୍ତମ୍ଭୀଭୁତ ହେବା — To be taken aback; to become silent.