Jump to content

ଦମ୍ ଛୁଟିଯିବା

ଉଇକିଅଭିଧାନ‌ରୁ

ଦମ୍ ଛୁଟିଯିବା

ଉଚ୍ଚାରଣ

[ସମ୍ପାଦନା]

ଦମ୍ ଛାଡ଼ିବା, ଦମ୍ ଛାଡ଼ିଯିବା, ଦମ୍ ଛୁଟିବାଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ବେଦମ୍ ହେବା; ଅଣନିଶ୍ୱାସୀ ହୋଇଯିବା; ନିଶ୍ୱାସରୁଦ୍ଧ ଅବସ୍ଥା ଘଟିବା; ଶ୍ୱାସରୋଧ ହେବା — ୧. Becoming breathless.
୨. ପରିଶ୍ରମ ଯୋଗୁ ଖରଖର ନିଶ୍ୱାସ ମାରିବା; ହାମ୍ପିହେବା — ୨. panting; being out of breath.
୩. ନିଶ୍ୱାସ ବନ୍ଦ ହୋଇ ମରିଯିବା —୩. Dying by suffocation.