ଦମ୍ ଦେବା
ଦେଖଣା
ଦମ୍ ଦେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ପ୍ରତାରଣାପୂର୍ବକ ଭଣ୍ଡାଇବା — ୧. To wheedle; to put off; to deceive.
- ୨. ମିଥ୍ୟା ଆଶା ଦେଇ ଅପେକ୍ଷା କରାଇବା — ୨. To cause a person to wait by giving him false hopes.
- ୩. ଚାବିଦେଇ ଘଣ୍ଟାର ସ୍ପ୍ରୀଙ୍ଗ୍କୁ ଗୁଡ଼ାଇବା — ୩. To wind up the spring of a clock or watch.