Jump to content

ଦମ୍ ରଖିବା

ଉଇକିଅଭିଧାନ‌ରୁ

ଦମ୍ ରଖିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କୌଣସି ଦୁରୁହ କାର୍ଯ୍ୟ କରିବାକୁ ଅଧିକକ୍ଷଣ ଶ୍ୱାସରୋଧ କରି ରଖିବା — ୧. To restrain or control one's breath while doing some hard work.

[ଦ୍ରଷ୍ଟବ୍ୟ —ଦମ୍ ନ ରଖି କୌଣସି ଦୁରୁହ କାର୍ଯ୍ୟ କଲେ ଅଳ୍ପ ସମୟରେ ଦମ୍ ଛୁଟିଯାଏ ଓ ମନୁଷ୍ୟ କ୍ଳାନ୍ତ ହୋଇ ପଡ଼େ ଦମ୍ ରଖି କାର୍ଯ୍ୟରେ ଲାଗିଲେ ଦେହରେ ବେଶି ବଳ ସଞ୍ଚିତ ହୁଏ; ଏହା ଅନୁଭବସିଦ୍ଧ]

୨. ଏକା ହସ୍ପାର ଗୀତ ବୋଲିବା ବେଳେ ଆପଣା ନିଶ୍ୱାସକୁ ନିଯନ୍ତ୍ରିତ କରିବା — ୨. To control one's breath while singing a song at one stretch.