Jump to content

ଦମୟନ୍ତୀ

ଉଇକିଅଭିଧାନ‌ରୁ

ଦମୟନ୍ତୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଦମ୍ ଧାତୁ ଣିଚ୍ ଦମି ଧାତୁ=କ୍ଲେଶ ସହ୍ୟ କରିବା+କର୍ତ୍ତୃବାଚ୍ୟେ ଅତ୍+ସ୍ତ୍ରୀ. ଈ; କିମ୍ୱା ଦମନ ଋଷିଙ୍କ ଘରେ ଜନ୍ମଗ୍ରହଣ କରିଥିବାରୁ)

[ସମ୍ପାଦନା]
୧. ନଳରାଜାଙ୍କ ପତ୍ନୀ; ବିଦର୍ଭରାଜ ଭୀମସେନଙ୍କ କନ୍ୟା —୧. The queen of king Naḻa.
୨. ଏକ ପ୍ରକାର ମଲ୍ଲୀଫୁଲ ଗଛ ହିନ୍ଦୀ - ଶବ୍ଦସାଗର) — ୨. A kind of flowering shrub.