ଦମ କୁରୁଡ଼ୁ
କଙ୍କରମୟ ପାହାଡ଼ମାନଙ୍କ ଉପରେ ହେବା ଛୋଟ ବୃକ୍ଷ ବିଶେଷ —Gurdenja Latifolia (Haines).
[ଦ୍ରଷ୍ଟବ୍ୟ —ସମ୍ୱଲପୁର ଅଞ୍ଚଳରେ ଏହାର କାଠରୁ ପାନିଆଁ ଓ ଫରୁଆ ତିଆରି ହୁଏ ଏବଂ ଏହାର ଫଳ ଖିଆଯାଏ]