ଦମ ଘୋଷ
ଚେଦିଦେଶର ରାଜା ଶିଶୁପାଳଙ୍କ ପିତା — Name of the father of Ṡiṡupāla, king of Chedi.
[ଦ୍ରଷ୍ଟବ୍ୟ —ଏ ଦମୟନ୍ତୀଙ୍କ ଭାଇ, ଏହାଙ୍କର ଅନ୍ୟ ନାମ ଶ୍ରୁତଶ୍ରବା ହିନ୍ଦୀ - ଶବ୍ଦସାଗର]