ଦରଖିଆ
ଦେଖଣା
ଦରଖିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦରଖିଆ
|
ଦେଶଜ - ବିଶେଷଣ - (ସଂସ୍କୃତ - ଅର୍ଦ୍ଧ+ ଖାଦ୍ ଧାତୁ)
[ସମ୍ପାଦନା]- ୧. ଯେଉଁ ବ୍ୟକ୍ତିର ଖାଇବା କର୍ମ ସମ୍ପୂର୍ଣ୍ଣ ହୋଇ ନ ଥାଏ — ୧. Half-fed (person).
ଜାଣୁଛତ ଦରଖିଆ ହେଲା ଲୋକ ଭୋକେ ରହିବାକୁ ତା ମଣଇ ଅଧିକ କୃଷ୍ଣସିଂହ. ମହାଭାରତ
- ୨. ଯେଉଁ ଖାଦ୍ୟ ସମ୍ପର୍ଣ୍ଣରୂପେ ଖିଆଯାଇ ନ ଥାଏ — ୨. Half-eaten (thing).