Jump to content

ଦରଘା

ଉଇକିଅଭିଧାନ‌ରୁ

ଦରଘା

ଉଚ୍ଚାରଣ

[ସମ୍ପାଦନା]

ଦର୍ଗା, ଦର୍ଘା, ଦର୍ଗାଅନ୍ୟରୂପ

  • (file)

ବୈଦେଶିକ - ବିଶେଷ୍ୟ - (ଆରବୀ - ଦର୍ଗାହ୍)

[ସମ୍ପାଦନା]

କୌଣସି ମୁସଲମାନ୍ ପୀର୍ ବା ସିଦ୍ଧପୁରୁଷଙ୍କ ସମାଧି ସ୍ଥାନ —Shrine or tomb of a Mohamedan saint.

[ଦ୍ରଷ୍ଟବ୍ୟ —କଟକର କଦମରସୁଲଙ୍କ ଆସ୍ଥାନ ଥିବା

ଅନୁବାଦ

[ସମ୍ପାଦନା]

[ବଜାରର ନାମ ଦରଘାବଜାର]