Jump to content

ଦରଣ୍ଡା

ଉଇକିଅଭିଧାନ‌ରୁ

ଦରଣ୍ଡା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - [ସଂସ୍କୃତ - ଢୁଂଢନ= ଅନ୍ୱେଷଣ; (ହିନ୍ଦୀ - ଶବ୍ଦସାଗର)

[ସମ୍ପାଦନା]
୧. ଅନ୍ଧାରୁଆ ଖୋଜିବା; ଅଣ୍ଡାଳିବା — ୧. Groping for a thing in the dark.
୨. ଚକ୍ଷୁରେ ଦେଖା ପଡ଼ୁ ନ ଥିବା ପଦାର୍ଥକୁ ହାତଦ୍ୱାରା ଖୋଜିବା —୨. Searching after a thing; not visible to one's eyes, by the hands.
୩. ଖୋଜାଖୋଜି; ଅନ୍ୱେଷଣ —୩. Search.

(ଯଥା—ସେତେବେଳେ ଅଯଥା କେତେ ଖର୍ଚ୍ଚ କରି ଦେଲି କିନ୍ତୁ ବର୍ତ୍ତମାନ୍ ଟଙ୍କା ଦରଣ୍ଡା ପଡ଼ିଛି)