Jump to content

ଦରଦର

ଉଇକିଅଭିଧାନ‌ରୁ

ଦରଦର

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]

ଅଜସ୍ର (ପ୍ରବାହ) — Continuous (flow).

ଦର ଦର ଧାରେ ସତୀ ଜୟନରୁ ନୀର ବହୁଥିଲା ଅବିଶ୍ରାନ୍ତ ରାବେ ଦୁନି ବାରା ନନ୍ଦକିଶୋର. ସୀତାବନବାସ

ଦେଶଜ - ବିଣରବିଶେଷଣ -

[ସମ୍ପାଦନା]

ଅସଂପୂର୍ଣ୍ଣଭାବରେ ବା ଅଧାଅଧିଭାବରେ — Partially; incompletely.

(ଯଥା—ଦରଦର ପାଚିଲା ଆମ୍ୱ )

ଦେଶଜ - କ୍ରି.ବିଶେଷଣ -

[ସମ୍ପାଦନା]

ଅନର୍ଗଳ; ଅବିରଳ (ବହୁଥିବା) — Continuously (flowing).

ଦରଦର ବାରି ନୟନ ଝରିଲା ସରିଲା ସର୍ବ ବାସନା— ରାଧାନାଥ, ପାର୍ବତୀ