Jump to content

ଦରଦର ତୋଡ଼

ଉଇକିଅଭିଧାନ‌ରୁ

ଦରଦର ତୋଡ଼

ଉଚ୍ଚାରଣ

[ସମ୍ପାଦନା]

ଦରିଦର ତୋଡ଼, ଦରିଦ୍ରତୋଡ଼ଅନ୍ୟରୂପ

ଦେଶଜ - ବିଶେଷଣ - (ସଂସ୍କୃତ - ଦାରିଦ୍ର୍ୟ+ତ୍ରୁଟ ଧାତୁ)

[ସମ୍ପାଦନା]

ବହୁ ଧନ ପ୍ରାପ୍ତିଦ୍ୱାରା ଯାହାର ଦରିଦ୍ରାବସ୍ଥା ଦୂର ହୋଇଅଛି; ଦରିଦ୍ରାବସ୍ଥାରୁ ସମ୍ପୂର୍ଣ୍ଣ ରୂପେ ମୁକ୍ତ —Having one's poverty removed by the receipt of a large amount of money; greatly relieved of want.