ଦରଦୀ
ଦେଖଣା
ଦରଦୀ
ଉଚ୍ଚାରଣ
[ସମ୍ପାଦନା]ଦରଜ୍ଦାର, ଦରଜ୍ୱନ୍ତଅନ୍ୟରୂପ
(ବେଦରଦୀ—ବିପରୀତ)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷଣ - ପୁଲିଙ୍ଗ - (ଫାରାସୀ - ଦର୍ଦୀ=ଅନୁକମ୍ପାଯୁକ୍ତ)
[ସମ୍ପାଦନା]- ୧. ଟିକିଏ କଥାରେ ଯାହାର ମର୍ମକୁ ବାଧେ —୧. Sensitive.
- ୨. ବ୍ୟଥିତ —୨. Suffering; afflicted.
- ୩. ହୃଦୟବାନ; ପରଦୁଃଖରେ ଦୁଃଖିତ; ପରଦୁଃଖକାତର —Sympathetic; compassionate.