Jump to content

ଦରପକା

ଉଇକିଅଭିଧାନ‌ରୁ

ଦରପକା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର)ବିଶେଷଣ -

[ସମ୍ପାଦନା]

ଦରପଚା — Partially ripe; partly ripe.

ଦେଶଜ - ବିଶେଷଣ -

[ସମ୍ପାଦନା]

(ସଂସ୍କୃତ - ଅର୍ଦ୍ଧପକ୍ୱ) ଅସଂପୂର୍ଣ୍ଣଭାବେ ସିଦ୍ଧ — Incompletely cooked; parboiled.

(ଯଥା—ଦରପକା ଭାତ )