Jump to content

ଦରପଚା

ଉଇକିଅଭିଧାନ‌ରୁ

ଦରପଚା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଅର୍ଦ୍ଧପକ୍ୱ)

[ସମ୍ପାଦନା]
୧. ଆଂଶିକ ପକ୍ୱ — ୧. Partly ripe.
୨. ଅଜୀର୍ଣ୍ଣ; ସଂପୂର୍ଣ୍ଣରୂପେ ଜୀର୍ଣ୍ଣ ନ ହୋଇଥିବା — ୨. Incompletely digested.

(ଯଥା—ମୁଁ ଯାହା ଖାଇଥିଲି ସବୁ ଦରପଚା ଅବସ୍ଥାରେ ବାନ୍ତି ହୋଇଗଲା )