ଦରପଟାଦାର୍
ଦେଖଣା
ଦରପଟାଦାର୍
ଉଚ୍ଚାରଣ
[ସମ୍ପାଦନା]ଦରପଟ୍ଟାଦାର୍, ଦରଇଜାରାଦାର୍ ଅନ୍ୟରୁପ
ଅନୁବାଦ
[ସମ୍ପାଦନା]ଦରପଟାଦାର୍
|
ବୈଦେଶିକ - ବିଶେଷ୍ୟ - (ଫା)
[ସମ୍ପାଦନା]- ୧. ପଟ୍ଟାଦାରର ଅଧୀନସ୍ଥ ପଟ୍ଟାଦାର —୧. Underlessee.
- ୨. ସିକିମି ରଏତ —୨. Under- tenant; sikmi tenant.
- ୩. (କଟକ ସହର) ଲାଖରାଜଦାରଙ୍କ ଅଧୀନ ଘରବାଡ଼ିର ପ୍ରଜା —୩. A homestead tenant under a Lakherajdar in Cuttack town.
[ଦ୍ରଷ୍ଟବ୍ୟ —ଦରପଟାଦାରର ଅଧୀନସ୍ଥ ପଟାଦାରକୁ ସେପଟାଦାର ବୋଲାଯାଏ ]