Jump to content

ଦରପଢ଼ା

ଉଇକିଅଭିଧାନ‌ରୁ

ଦରପଢ଼ା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଅଧାପଢ଼ା; ବିଦ୍ୟା ଶିକ୍ଷାର ଅସମାପ୍ତି — ୧. Incomplete education.
୨. ବାଦ୍ୟବିଶେଷ — ୨. A kind of musical instrument.

କଂସାଳ ତଳତାଳି ବାଜଇ ଦରପଢ଼ା—ପୀତାମ୍ୱର. ନୃସିଂହପୁରାଣ

ଅନୁବାଦ

[ସମ୍ପାଦନା]

(ଦରପାଠୁଆ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଥୋଡ଼ାଏ ପଢ଼ା ହୋଇଥିବା — ୧. Half-read; not read completely.
୨. ଅଧାପାଠୁଆ; ଯାହାର ଶିକ୍ଷା ଶେଷ ନ ହେଉଣୁ ସେ ପାଠପଢ଼ା ଛାଡ଼ିଥାଏ — ୨. Half-educated; imperfectly educated.