ଦରପଣ
ଦେଖଣା
ଦରପଣ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ସଂସ୍କୃତ - ଦର୍ପଣ)—ଆରସୀ; ଆଇନା; ମୁକୁର; ଦର୍ପଣ —୧. Mirror; looking glass.
ବନ୍ଧୁଆ ! ନ କର ଦରପଣନିଭା ରସା—କବିସୂର୍ଯ୍ୟ, ସଙ୍ଗୀତ
- ୨. (ସଂସ୍କୃତ - ଦର=ଭୟ)—ଭୟପଣ; ଭୟତ୍ରସ୍ତ ଅବସ୍ଥା — ୨. The state of a person being terrified.
ଯେ ଦରପଣ ତାକି ବଡ଼ପଣ—ଉପେନ୍ଦ୍ର,ଭଞ୍ଜ କୋଟିବ୍ରହ୍ମାଣ୍ଡସୁନ୍ଦରୀ
- ୩. ଦରପଣି (ଦେଖ) - —୩. Darapaṇi (See)