Jump to content

ଦରପଣି

ଉଇକିଅଭିଧାନ‌ରୁ

ଦରପଣି

ଉଚ୍ଚାରଣ

[ସମ୍ପାଦନା]

(ଦର୍ପଣି—ଅନ୍ୟରୂପ)

  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

କଟକ ଜିଲ୍ଲାର ଗୋଟିଏ କିଲ୍ଲାଜାତ ଜମିଦାରୀ — A big estate in the district of Cuttack.

[ଦ୍ରଷ୍ଟବ୍ୟ —ଏହା କଟକ ଜିଲ୍ଲାର ଗୋଟିଏ କିଲ୍ଲାଜାତ ଜମିଦାରୀ; ଏହା ପୂର୍ବେ ମୁସଲମାନ ଜମିଦାରଙ୍କର ଥିଲା ଅନ୍ଦାଜ ଶଏବର୍ଷ ପୂର୍ବେ ଜଣେ କାଶ୍ମୀରୀ ବ୍ରାହ୍ମଣ ରାଜସ୍ୱ ନିଲାମରେ ଏହାକୁ କିଣି ତାଙ୍କର ବଂଶଧରମାନେ ଏହାକୁ ଭୋଗ କରୁଅଛନ୍ତି ଏହି କିଲ୍ଲାରେ 'ମହାବିନାୟକ' ଠାକୁର ଅଛନ୍ତି ଏହା ଚିରସ୍ଥାୟୀ ବନ୍ଦୋବସ୍ତୀ ମାହାଲ ଅଟେ ]